ସଫଳ ବ୍ୟକ୍ତିମାନଙ୍କ କାର୍ଯ୍ୟ କରିବାର ଶୈଳୀ ଅନ୍ୟ ଲୋକଙ୍କଠାରୁ ଭିନ୍ନ ହୋଇଥାଏ । ସଫଳତା ଛୋଟ ହେଉ କିମ୍ବା ବଡ଼, ଏହା ପଛରେ ଯୋଜନା ତଥା ତଦନୁସାରେ କାର୍ଯ୍ୟ କରିବାର ବିଶେଷ ମହତ୍ତ୍ଵ ରହିଥାଏ । ସଫଳ ବ୍ୟକ୍ତି ନିଜ ଦକ୍ଷତାର ସବୁବେଳେ ଭରପୁର ଉପଯୋଗ କରନ୍ତି । ଏହି ପୁସ୍ତକରେ ସଫଳତା ହାସଲର ଅନେକ ଉପାୟ କୁହାଯାଇଛି । ଏହି ପୁସ୍ତକ ଜୀବନକୁ ଔଜଲ୍ୟମୟ କରିବା ପାଇଁ ସବୁ ଦୃଷ୍ଟିରୁ ସଂଗ୍ରହଣୀୟ ଅଟେ ।
ସ୍ଟେଟ୍ ମାର୍ଡେନ୍ଙ୍କ ପୁସ୍ତକଗୁଡ଼ିକର ଅଧ୍ୟୟନରେ କୋଟି କୋଟି ଲୋକମାନେ ଆତ୍ମଶୁଦ୍ଧି, କାର୍ଯ୍ୟରେ ନିଷ୍ଠା ସମେତ ଜୀବନରେ ଉତ୍ସାହ ଓ ପ୍ରେରଣା ପ୍ରାପ୍ତ କରିଛନ୍ତି । ଆପଣ ମଧ୍ୟ ଏଗୁଡ଼ିକୁ ପଢ଼ନ୍ତୁ ଓ ନିଜ ମନୋରଥକୁ ହାସଲ କରିବାର ଆନନ୍ଦ ଉଠାନ୍ତୁ । ପ୍ରସ୍ତୁତ ପୁସ୍ତକ ପ୍ରତି ପାଦରେ ମାର୍ଗଦର୍ଶନ କରି ଆପଣଙ୍କ ଜୀବନ ବଦଳାଇପାରେ।
ଡାଇମଣ୍ଡ ବୁକ୍ସରେ ସ୍ଟେଟ୍ ମାର୍ଡେନ୍ଙ୍କ ପୁସ୍ତକ
• ଆତ୍ମବିଶ୍ଵାସର ପୁଞ୍ଜି
• ନିଜକୁ ଚିହ୍ନନ୍ତୁ
• ଆଗକୁ ବଢ଼ନ୍ତୁ
• ସଫଳତାର ସୋପାନ
• ଚିନ୍ତା ଛାଡ଼ନ୍ତୁ ସୁଖରେ ବଞ୍ଚନ୍ତୁ ଓ ହସି-ହସି କେମିତି ବଞ୍ଚିବା
• ଆପଣ କ’ଣ କରିପାରିବେନି
• ସଫଳତାର ରହସ୍ୟ
• ଜୀବନ ଓ ବ୍ୟବହାର
• ବିକାଶର ପଥ
• ଉନ୍ନତିର ମାର୍ଗ
• ସୁଯୋଗ ଚାଲିଯାଏ
Aage Badho in Oriya (ସ୍ଟ୍ରେଟ୍ ମାର୍ଡେନ)
₹175.00
Out of stock
Other Buying Options

ISBN10-9355992238
Additional information
Author | Swett Marden |
---|---|
ISBN | 9789355992239 |
Pages | 48 |
Format | Paperback |
Language | Oriya |
Publisher | Diamond Books |
Amazon | |
Flipkart | https://www.flipkart.com/aage-badho-oriya/p/itm432608598360e?pid=9789355992239 |
ISBN 10 | 9355992238 |
Related Products
Related products
-
Diamond Books, Business and Management, Economics
₹150.00Original price was: ₹150.00.₹149.00Current price is: ₹149.00. Add to cart -
Diamond Books, Diet & nutrition
₹75.00Original price was: ₹75.00.₹64.00Current price is: ₹64.00. Add to cart
Social Media Posts
This is a gallery to showcase images from your recent social posts