Aao Sikhen Yog in Oriya (ଆସ ଶିଖିବା ଯୋଗ)

150.00

Out of stock

Free shipping On all orders above Rs 600/-

  • We are available 10/5
  • Need help? contact us, Call us on: +91-9716244500
Guaranteed Safe Checkout

ସମଗ୍ର ବିଶ୍ଵରେ ୨୧ ଜୁନ, ୨୦୧୫ ରେ ପାଳିତ ହୋଇଥିବା ପ୍ରଥମ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ପରେ ସାରା ଦୁନିଆଁରେ ଯୋଗାସନ ପ୍ରତି ଲୋକମାନଙ୍କର ପ୍ରବଳ ଆକର୍ଷଣ ଏବଂ ଉତ୍କଣ୍ଠା ଦେଖିବାକୁ ମିଳୁଛି । ଆଜି ପ୍ରତ୍ୟେକ ବ୍ୟକ୍ତି ଯୋଗାସନ ସମ୍ବନ୍ଧରେ ଜାଣିବାକୁ ବ୍ୟାକୁଳିତ। ଏହି ପୁସ୍ତକ ମାଧ୍ୟମରେ ଆମେ ପାଠକମାନଙ୍କ ସମ୍ମୁଖରେ ଏପରି ଯୋଗାସନଗୁଡ଼ିକ ପ୍ରସ୍ତୁତ କରିଛୁ, ଯେଉଁଗୁଡ଼ିକ କରିବା ପାଇଁ ସରଳ ହେବା ସହ ଆମର ପିଲାମାନଙ୍କୁ ସୁସ୍ଥ ଏବଂ ନିରୋଗ ରଖିବାରେ ସାହାଯ୍ୟ କରିବ। ଖେଳ ଖେଳରେ ଆମେ ପିଲାମାନଙ୍କୁ ଯୋଗ ବାବଦରେ ସଂପୂର୍ଣ୍ଣ ଏବଂ ସମୁଚିତ ତଥ୍ୟ ଏଠାରେ ପ୍ରଦାନ କରିଛୁ ।<br>‘ଆସ ଶିଖିବା ଯୋଗ’ ଯୋଗାସନ ଶିଖାଉଥିବା ସହଜ ଏବଂ ସରଳ ଶବ୍ଦରେ ପ୍ରକାଶିତ ଏକ ଏମିତି ପୁସ୍ତକ ଅଟେ, ଯେଉଁଥିରେ ଯୋଗର ଲାଭ, ପ୍ରକାର, ବିଧୂ, ‘କାହିଁକି କରିବା ଯୋଗ’ ଭଳି ପ୍ରଶ୍ନର ସମୁଚିତ ଉତ୍ତର ଦିଆ ଯାଇଛି। ଏଥିରେ ସୂର୍ଯ୍ୟ ନମସ୍କାର, ପ୍ରାଣାୟାମ, କପାଳଭାତି ପରି ବିଭିନ୍ନ ଯୋଗାସନ ସହ କିଛି ବିଶେଷ ଆସନ ମଧ୍ୟ ଦିଆ ଯାଇଛି । ଏହି ପୁସ୍ତକ ଦ୍ଵାରା ପିଲାମାନଙ୍କୁ ଯୋଗାସନ ଶିଖିବା ସହଜ ହେବା ସହ ଯୋଗାସନରୁ ମିଳୁଥିବା ଲାଭ ସଂପର୍କିତ ଜ୍ଞାନ ମିଳିପାରିବ । ତେବେ ପିଲାଏ, ଏହି ପୁସ୍ତକ ମାଧ୍ୟମରେ, ଆସ ଶିଖିବା ଯୋଗ।

 

Aao Sikhen Yog in Oriya (ଆସ ଶିଖିବା ଯୋଗ)-0
Aao Sikhen Yog in Oriya (ଆସ ଶିଖିବା ଯୋଗ)
150.00

ସମଗ୍ର ବିଶ୍ଵରେ ୨୧ ଜୁନ, ୨୦୧୫ ରେ ପାଳିତ ହୋଇଥିବା ପ୍ରଥମ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ପରେ ସାରା ଦୁନିଆଁରେ ଯୋଗାସନ ପ୍ରତି ଲୋକମାନଙ୍କର ପ୍ରବଳ ଆକର୍ଷଣ ଏବଂ ଉତ୍କଣ୍ଠା ଦେଖିବାକୁ ମିଳୁଛି । ଆଜି ପ୍ରତ୍ୟେକ ବ୍ୟକ୍ତି ଯୋଗାସନ ସମ୍ବନ୍ଧରେ ଜାଣିବାକୁ ବ୍ୟାକୁଳିତ। ଏହି ପୁସ୍ତକ ମାଧ୍ୟମରେ ଆମେ ପାଠକମାନଙ୍କ ସମ୍ମୁଖରେ ଏପରି ଯୋଗାସନଗୁଡ଼ିକ ପ୍ରସ୍ତୁତ କରିଛୁ, ଯେଉଁଗୁଡ଼ିକ କରିବା ପାଇଁ ସରଳ ହେବା ସହ ଆମର ପିଲାମାନଙ୍କୁ ସୁସ୍ଥ ଏବଂ ନିରୋଗ ରଖିବାରେ ସାହାଯ୍ୟ କରିବ। ଖେଳ ଖେଳରେ ଆମେ ପିଲାମାନଙ୍କୁ ଯୋଗ ବାବଦରେ ସଂପୂର୍ଣ୍ଣ ଏବଂ ସମୁଚିତ ତଥ୍ୟ ଏଠାରେ ପ୍ରଦାନ କରିଛୁ ।
‘ଆସ ଶିଖିବା ଯୋଗ’ ଯୋଗାସନ ଶିଖାଉଥିବା ସହଜ ଏବଂ ସରଳ ଶବ୍ଦରେ ପ୍ରକାଶିତ ଏକ ଏମିତି ପୁସ୍ତକ ଅଟେ, ଯେଉଁଥିରେ ଯୋଗର ଲାଭ, ପ୍ରକାର, ବିଧୂ, ‘କାହିଁକି କରିବା ଯୋଗ’ ଭଳି ପ୍ରଶ୍ନର ସମୁଚିତ ଉତ୍ତର ଦିଆ ଯାଇଛି। ଏଥିରେ ସୂର୍ଯ୍ୟ ନମସ୍କାର, ପ୍ରାଣାୟାମ, କପାଳଭାତି ପରି ବିଭିନ୍ନ ଯୋଗାସନ ସହ କିଛି ବିଶେଷ ଆସନ ମଧ୍ୟ ଦିଆ ଯାଇଛି । ଏହି ପୁସ୍ତକ ଦ୍ଵାରା ପିଲାମାନଙ୍କୁ ଯୋଗାସନ ଶିଖିବା ସହଜ ହେବା ସହ ଯୋଗାସନରୁ ମିଳୁଥିବା ଲାଭ ସଂପର୍କିତ ଜ୍ଞାନ ମିଳିପାରିବ । ତେବେ ପିଲାଏ, ଏହି ପୁସ୍ତକ ମାଧ୍ୟମରେ, ଆସ ଶିଖିବା ଯୋଗ।

 

Additional information

Author

Renu Saran

ISBN

9789351659457

Pages

192

Format

Paperback

Language

Oriya

Publisher

Rupa Publiations, Distributed By Diamond Publications

ISBN 10

9351659453