Sale!
Tanav Mukt Jeevan Kaise Jiyen (ଚାପମୁକ୍ତ ଜୀବନ କିପରି ବଞ୍ଚିବେ) Stress Management Guide in Odia-0
Tanav Mukt Jeevan Kaise Jiyen (ଚାପମୁକ୍ତ ଜୀବନ କିପରି ବଞ୍ଚିବେ) Stress Management Guide in Odia-0
Tanav Mukt Jeevan Kaise Jiyen (ଚାପମୁକ୍ତ ଜୀବନ କିପରି ବଞ୍ଚିବେ) Stress Management Guide in Odia-0

Tanav Mukt Jeevan Kaise Jiyen (ଚାପମୁକ୍ତ ଜୀବନ କିପରି ବଞ୍ଚିବେ) Stress Management Guide in Odia-In Paperback

Original price was: ₹175.00.Current price is: ₹174.00.

ପୁସ୍ତକ ବିଷୟରେ

ଚାପମୁକ୍ତ ଜୀବନ କିପରି ବଞ୍ଚିବେ -: ମାନସିକ ଚାପ ରୁ ମୁକ୍ତି ସମ୍ୱନ୍ଧୀୟ ? ଅନେକ ସାହିତ୍ୟ ଆପଣଙ୍କୁ ଣଙ୍କୁ ବଜାରରେ ମିଳିଯିବ, କିନ୍ତୁ ମାନସିକ ଚାପ ରୁ ମୁକ୍ତି ପାଇଁ ସମାଧାନ ପ୍ରଦାନ କରୁଥିବା ଥ‌ିବା ଏହି ପୁସ୍ତକଟି ଓଶୋଙ୍କ ପ୍ରବଚନ ଉପରେ ଆଧାରିତ, ଯାହାର ମୁଖ୍ୟ କେନ୍ଦ୍ରବିନ୍ଦୁ ହେଉଛି “ଧ୍ୟାନ”। ଓଶୋ କୁହନ୍ତି, ଆପଣ ଯେତେ ପ୍ରଶ୍ନ ପଚାରିଲେ ବି, ସବୁ ପ୍ରଶ୍ନର ଗୋଟିଏ ଉତ୍ତର ହେଉଛି ‘ଧ୍ୟାନ’ I’ I I କେବଳ ଧ୍ୟାନ ମାଧ୍ଯମରେ ହିଁ ମାନସିକ ଚାପରୁ ମୁକ୍ତି ମିଳିପାରିବ ସ୍ବାମୀ ଆନନ୍ଦ ସତ୍ୟାର୍ଥୀ (ପ୍ରଫେସର ସତପାଲ ପରୁଥ୍, ପିଏଚଡି. ରେକି ଗ୍ରାଣ୍ଡ ମାଷ୍ଟର)ଙ୍କୁ ଜୁନ୍ ୧୯୭୪ ରେ ପୁନା ଆଶ୍ରମରେ ଆୟୋଜିତ ପ୍ରଥମ ଧ୍ୟାନ ଶିବିର (୧୦ ଦିନ)ରେ ଓଶୋଙ୍କ ଦ୍ବାରା ସନ୍ନ୍ୟାସରେ ଦୀକ୍ଷିତ ହୋଇଥିଲେ । ସେ ଫେବୃଆରୀ ୧୯୭୧ ରୁ ଜାନୁଆରୀ ୧୯୯୮ ପର୍ଯ୍ୟନ୍ତ ହରିୟାଣI କୃଷି ବିଶ୍ବବିଦ୍ୟାଳୟ, ହିସାରରେ କାର୍ଯ୍ୟ କରିଥିଲେ I ୧୯୭୭ ମସିହାରୁ, ତାଙ୍କୁ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ରାଜସ୍ଥାନ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଦିଲ୍ଲୀରେ ବିଭିନ୍ନ ସଂଗଠନ ଦ୍ବାରା ଆୟୋଜିତ ସେମିନାରରେ ଓଶୋଙ୍କ ଶିକ୍ଷା ଉପରେ ମୁଖ୍ୟ ବକ୍ତା ଭାବରେ ନିମନ୍ତ୍ରିତ ହୋଇଥିଲେ I ୧୯୮୪ ଏବଂ ୧୯୮୫ ମସିହାରେ ରଜନୀଶପୁରମ (ଆମେରିକା) ରେ ଗ୍ରାଣ୍ଡ ମାଷ୍ଟରଙ୍କ ତାଲିମରୁ ଅନୁପ୍ରାଣିତ ହୋଇ, ସେ ଓଶୋଙ୍କ ପ୍ରବଚନ ଉପରେ ଆଧାରିତ “ଧ୍ୟାନ ଶକ୍ତି ଦ୍ବାରା ସ୍ପର୍ଶ ଚିକିତ୍ସା” ଗୋଷ୍ଠୀ ବିକଶିତ କରିଥିଲେ
ଲେଖକଙ୍କ ଦ୍ଵାରା ଅନ୍ୟାନ୍ୟ ପୁସ୍ତକ:
1. ସରଳ ଧ୍ୟାନ ବିଗୁଡ଼ି ରହସ୍ଯ
2. ସକ୍ରିୟ ଧ୍ୟାନର ରହ
3. ଧ୍ୟାନ ଶକ୍ତି ଦ୍ବାରା ସ୍ପର୍ଶ ଚିକିତ୍ସା

ଚାପମୁକ୍ତ ଜୀବନ କିପରି ବଞ୍ଚିବେ ପୁସ୍ତକଟି କେଉଁ ବିଷୟ ଉପରେ ଆଧାରିତ?

ଏହି ପୁସ୍ତକ ମାନସିକ ଚାପରୁ ମୁକ୍ତି ପାଇଁ ଓଶୋଙ୍କ ଧ୍ୟାନ-କେନ୍ଦ୍ରିତ ପ୍ରବଚନ ଉପରେ ଆଧାରିତ ଅଟେ।

ଚାପମୁକ୍ତ ଜୀବନ କିପରି ବଞ୍ଚିବେ ଏହି ପୁସ୍ତକର ମୁଖ୍ୟ ବିଷୟ କଣ?

ମୁଖ୍ୟ ବିଷୟ ହେଉଛି “ଧ୍ୟାନ” — ଯାହା ମାନସିକ ଚାପ ରୁ ମୁକ୍ତିର ମୂଳ ସାଧନ।

ଓଶୋଙ୍କ ଅନୁସାରେ ସମସ୍ତ ପ୍ରଶ୍ନର ଏକମାତ୍ର ଉତ୍ତର କଣ?

ଓଶୋ କୁହନ୍ତି, ସମସ୍ତ ପ୍ରଶ୍ନର ଏକମାତ୍ର ଉତ୍ତର ହେଉଛି — ‘ଧ୍ୟାନ’।

ଚାପମୁକ୍ତ ଜୀବନ କିପରି ବଞ୍ଚିବେ ଏହି ପୁସ୍ତକର ଲେଖକ କିଏ?

ଲେଖକ ହେଲେ ସ୍ୱାମୀ ଆନନ୍ଦ ସତ୍ୟାର୍ଥୀ (ପ୍ରଫେସର ସତପାଲ ପରୁଥି, ପି.ଏଚ.ଡି., ରେକି ଗ୍ରାଣ୍ଡ ମାଷ୍ଟର)।

ଲେଖକ କେବେ ଓଶୋଙ୍କ ଶିଷ୍ୟ ହୋଇଥିଲେ?

ସେ ୧୯୭୪ ମସିହାରେ ପୁନା ଆଶ୍ରମରେ ଆୟୋଜିତ ପ୍ରଥମ 10-ଦିନିୟ ଧ୍ୟାନ ଶିବିରରେ ଓଶୋଙ୍କ ଦ୍ୱାରା ସନ୍ନ୍ୟାସ ଦୀକ୍ଷା ଗ୍ରହଣ କରିଥିଲେ।

Additional information

Weight 0.125 g
Dimensions 21.59 × 13.97 × 1 cm
Author

Swami Anand Satyarthi

Language

Oriya

Format

Paperback

Pages

144

Publisher

Diamond Books

Additional information

Weight 0.125 g
Dimensions 21.59 × 13.97 × 1 cm
Author

Swami Anand Satyarthi

Language

Oriya

Format

Paperback

Pages

144

Publisher

Diamond Books

Original price was: ₹175.00.Current price is: ₹174.00.

In stock

Other Buying Options

ISBN10-: 9363274918

SKU 9789363274914 Category Tags ,

Customers Also Bought