Call us on: +91-9716244500

Free shipping On all orders above Rs 600/-

We are available 10am-5 pm, Need help? contact us

Na Kehna Sikhen in Oriya (‘ନା’ କହିବା ଶିଖନ୍ତୁ)

Original price was: ₹250.00.Current price is: ₹249.00.

In stock

Other Buying Options

ଆମକୁ ଦୈନନ୍ଦିନ ଜୀବନରେ ନିରନ୍ତର ଅନ୍ୟମାନଙ୍କ ଅନୁରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି । ଅନ୍ୟମାନଙ୍କ ସାହାଯ୍ୟ କରିବା ଯଦିଓ ଭଲ ଅଭ୍ୟାସ ବୋଲି କୁହାଯାଏ, କିନ୍ତୁ ଲଗାତାର ଏପରି କରିବା ଦ୍ୱାରା ଆମେ ଦେଖୁ ଯେ, ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଆମ ପାଖରେ ସମୟ ରୁହେ ନାହିଁ । ଏହିପରି କାମ କରିବା ଦ୍ବାରା ଆମ ଭିତରେ ହତାଶା ଭାବ ସୃଷ୍ଟି ହୋଇଥାଏ । ‘ନା’ ଏକ ସରଳ ଶବ୍ଦ ଅଟେ, ଯାହା କେବଳ ଗୋଟିଏ ଅକ୍ଷରର କିନ୍ତୁ ଅଧିକାଂଶ ଲୋକଙ୍କ ପାଇଁ ‘ନା’ ଉଚ୍ଚାରଣ କରିବା କଠିନ ହୋଇଥାଏ। ଯେତେବେଳେ କି ଆମେ ସମସ୍ତେ ଜାଣିଛେ ଯେ, ‘ନା’ କହିବା ଦ୍ଵାରା ଆମେ ଜୀବନର ଅନେକ କଠିନତାରୁ ବଞ୍ଚି ପାରିବା । ଏହି ପୁସ୍ତକରେ ଏପରି ଅବ୍ୟର୍ଥ ଉପାୟ କୁହାଯାଇଛି, ଯାହାକୁ ନିଜ ଦୈନିକ ଜୀବନରେ ଆପଣାଇ ଯେକୌଣସି ବ୍ୟକ୍ତି ‘ନା’ କହିବାର କଳାରେ ପାରଙ୍ଗମ ହୋଇପାରିବ ଏବଂ ଜୀବନକୁ ଆନନ୍ଦମୟ କରିପାରିବ । ISBN10-9351656993

ଆମକୁ ଦୈନନ୍ଦିନ ଜୀବନରେ ନିରନ୍ତର ଅନ୍ୟମାନଙ୍କ ଅନୁରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି । ଅନ୍ୟମାନଙ୍କ ସାହାଯ୍ୟ କରିବା ଯଦିଓ ଭଲ ଅଭ୍ୟାସ ବୋଲି କୁହାଯାଏ, କିନ୍ତୁ ଲଗାତାର ଏପରି କରିବା ଦ୍ୱାରା ଆମେ ଦେଖୁ ଯେ, ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଆମ ପାଖରେ ସମୟ ରୁହେ ନାହିଁ । ଏହିପରି କାମ କରିବା ଦ୍ବାରା ଆମ ଭିତରେ ହତାଶା ଭାବ ସୃଷ୍ଟି ହୋଇଥାଏ । ‘ନା’ ଏକ ସରଳ ଶବ୍ଦ ଅଟେ, ଯାହା କେବଳ ଗୋଟିଏ ଅକ୍ଷରର କିନ୍ତୁ ଅଧିକାଂଶ ଲୋକଙ୍କ ପାଇଁ ‘ନା’ ଉଚ୍ଚାରଣ କରିବା କଠିନ ହୋଇଥାଏ। ଯେତେବେଳେ କି ଆମେ ସମସ୍ତେ ଜାଣିଛେ ଯେ, ‘ନା’ କହିବା ଦ୍ଵାରା ଆମେ ଜୀବନର ଅନେକ କଠିନତାରୁ ବଞ୍ଚି ପାରିବା । ଏହି ପୁସ୍ତକରେ ଏପରି ଅବ୍ୟର୍ଥ ଉପାୟ କୁହାଯାଇଛି, ଯାହାକୁ ନିଜ ଦୈନିକ ଜୀବନରେ ଆପଣାଇ ଯେକୌଣସି ବ୍ୟକ୍ତି ‘ନା’ କହିବାର କଳାରେ ପାରଙ୍ଗମ ହୋଇପାରିବ ଏବଂ ଜୀବନକୁ ଆନନ୍ଦମୟ କରିପାରିବ ।

Additional information

Author

Renu Saran

ISBN

9789351656999

Pages

80

Format

Paperback

Language

Oriya

Publisher

Diamond Books

ISBN 10

9351656993

SKU 9789351656999 Categories , , ,

Social Media Posts

This is a gallery to showcase images from your recent social posts