Unnati Ki Rahe in Oriya (ଉନ୍ନତିର ସୋପାନ)

175.00

ସଫଳ ବ୍ୟକ୍ତିମାନଙ୍କ କାର୍ଯ୍ୟ କରିବାର ଶୈଳୀ ଅନ୍ୟ ଲୋକଙ୍କଠାରୁ ଭିନ୍ନ ହୋଇଥାଏ । ସଫଳତା ଛୋଟ ହେଉ କିମ୍ବା ବଡ଼, ଏହା ପଛରେ ଯୋଜନା ତଥା ତଦନୁସାରେ କାର୍ଯ୍ୟ କରିବାର ବିଶେଷ ମହତ୍ତ୍ଵ ରହିଥାଏ । ସଫଳ ବ୍ୟକ୍ତି ନିଜ ଦକ୍ଷତାର ସବୁବେଳେ ଭରପୁର ଉପଯୋଗ କରନ୍ତି । ଏହି ପୁସ୍ତକରେ ସଫଳତା ହାସଲର ଅନେକ ଉପାୟ କୁହାଯାଇଛି । ଏହି ପୁସ୍ତକ ଜୀବନକୁ ଔଜଲ୍ୟମୟ କରିବା ପାଇଁ ସବୁ ଦୃଷ୍ଟିରୁ ସଂଗ୍ରହଣୀୟ ଅଟେ ।
ସ୍ଟେଟ୍ ମାର୍ଡେନ୍‌ଙ୍କ ପୁସ୍ତକଗୁଡ଼ିକର ଅଧ୍ୟୟନରେ କୋଟି କୋଟି ଲୋକମାନେ ଆତ୍ମଶୁଦ୍ଧି, କାର୍ଯ୍ୟରେ ନିଷ୍ଠା ସମେତ ଜୀବନରେ ଉତ୍ସାହ ଓ ପ୍ରେରଣା ପ୍ରାପ୍ତ କରିଛନ୍ତି । ଆପଣ ମଧ୍ୟ ଏଗୁଡ଼ିକୁ ପଢ଼ନ୍ତୁ ଓ ନିଜ ମନୋରଥକୁ ହାସଲ କରିବାର ଆନନ୍ଦ ଉଠାନ୍ତୁ । ପ୍ରସ୍ତୁତ ପୁସ୍ତକ ପ୍ରତି ପାଦରେ ମାର୍ଗଦର୍ଶନ କରି ଆପଣଙ୍କ ଜୀବନ ବଦଳାଇପାରେ।
ଡାଇମଣ୍ଡ ବୁକ୍ସରେ ସ୍ଟେଟ୍ ମାର୍ଡେନ୍‌ଙ୍କ ପୁସ୍ତକ
• ଆତ୍ମବିଶ୍ଵାସର ପୁଞ୍ଜି
• ନିଜକୁ ଚିହ୍ନନ୍ତୁ
• ଆଗକୁ ବଢ଼ନ୍ତୁ
• ସଫଳତାର ସୋପାନ
• ଚିନ୍ତା ଛାଡ଼ନ୍ତୁ ସୁଖରେ ବଞ୍ଚନ୍ତୁ ଓ ହସି-ହସି କେମିତି ବଞ୍ଚିବା
• ଆପଣ କ’ଣ କରିପାରିବେନି
• ସଫଳତାର ରହସ୍ୟ
• ଜୀବନ ଓ ବ୍ୟବହାର
• ବିକାଶର ପଥ
• ଉନ୍ନତିର ମାର୍ଗ
• ସୁଯୋଗ ଚାଲିଯାଏ

Additional information

Author

Swett Marden

ISBN

9789355992178

Pages

48

Format

Paperback

Language

Oriya

Publisher

Diamond Books

Amazon

https://www.amazon.in/dp/9355992173

Flipkart

https://www.flipkart.com/unnati-ki-rahe-oriya/p/itm218607761ea5d?pid=9789355992178

ISBN 10

9355992173

ସଫଳ ବ୍ୟକ୍ତିମାନଙ୍କ କାର୍ଯ୍ୟ କରିବାର ଶୈଳୀ ଅନ୍ୟ ଲୋକଙ୍କଠାରୁ ଭିନ୍ନ ହୋଇଥାଏ । ସଫଳତା ଛୋଟ ହେଉ କିମ୍ବା ବଡ଼, ଏହା ପଛରେ ଯୋଜନା ତଥା ତଦନୁସାରେ କାର୍ଯ୍ୟ କରିବାର ବିଶେଷ ମହତ୍ତ୍ଵ ରହିଥାଏ । ସଫଳ ବ୍ୟକ୍ତି ନିଜ ଦକ୍ଷତାର ସବୁବେଳେ ଭରପୁର ଉପଯୋଗ କରନ୍ତି । ଏହି ପୁସ୍ତକରେ ସଫଳତା ହାସଲର ଅନେକ ଉପାୟ କୁହାଯାଇଛି । ଏହି ପୁସ୍ତକ ଜୀବନକୁ ଔଜଲ୍ୟମୟ କରିବା ପାଇଁ ସବୁ ଦୃଷ୍ଟିରୁ ସଂଗ୍ରହଣୀୟ ଅଟେ ।
ସ୍ଟେଟ୍ ମାର୍ଡେନ୍‌ଙ୍କ ପୁସ୍ତକଗୁଡ଼ିକର ଅଧ୍ୟୟନରେ କୋଟି କୋଟି ଲୋକମାନେ ଆତ୍ମଶୁଦ୍ଧି, କାର୍ଯ୍ୟରେ ନିଷ୍ଠା ସମେତ ଜୀବନରେ ଉତ୍ସାହ ଓ ପ୍ରେରଣା ପ୍ରାପ୍ତ କରିଛନ୍ତି । ଆପଣ ମଧ୍ୟ ଏଗୁଡ଼ିକୁ ପଢ଼ନ୍ତୁ ଓ ନିଜ ମନୋରଥକୁ ହାସଲ କରିବାର ଆନନ୍ଦ ଉଠାନ୍ତୁ । ପ୍ରସ୍ତୁତ ପୁସ୍ତକ ପ୍ରତି ପାଦରେ ମାର୍ଗଦର୍ଶନ କରି ଆପଣଙ୍କ ଜୀବନ ବଦଳାଇପାରେ।
ଡାଇମଣ୍ଡ ବୁକ୍ସରେ ସ୍ଟେଟ୍ ମାର୍ଡେନ୍‌ଙ୍କ ପୁସ୍ତକ
• ଆତ୍ମବିଶ୍ଵାସର ପୁଞ୍ଜି
• ନିଜକୁ ଚିହ୍ନନ୍ତୁ
• ଆଗକୁ ବଢ଼ନ୍ତୁ
• ସଫଳତାର ସୋପାନ
• ଚିନ୍ତା ଛାଡ଼ନ୍ତୁ ସୁଖରେ ବଞ୍ଚନ୍ତୁ ଓ ହସି-ହସି କେମିତି ବଞ୍ଚିବା
• ଆପଣ କ’ଣ କରିପାରିବେନି
• ସଫଳତାର ରହସ୍ୟ
• ଜୀବନ ଓ ବ୍ୟବହାର
• ବିକାଶର ପଥ
• ଉନ୍ନତିର ମାର୍ଗ
• ସୁଯୋଗ ଚାଲିଯାଏ

ISBN10-9355992173

SKU 9789355992178 Categories , Tags ,