Chinta Chhodo Sukh Se Jiyo in Oriya : (ଚିନ୍ତା ଛାଡ଼ନ୍ତୁ ସୁଖରେ ବଞ୍ଚନ୍ତୁ) (Oriya Translation of How to Stop Worrying & Start Living)

175.00

ଜୀବନରେ ପ୍ରତ୍ୟେକ ବ୍ୟକ୍ତି କୌଣସି ନା କୌଣସି ଚିନ୍ତାରେ ଗ୍ରସ୍ତ ରହିଥାଏ । ଚିନ୍ତା ଅନେକ ପ୍ରକାରର ହୋଇଥାଏ। ଜୀବନ ଥାଏ ତ ଚିନ୍ତା ଥାଏ । ପ୍ରତ୍ୟେକ ଚିନ୍ତାର କିଛି ନା କିଛି ସମାଧାନ ମଧ୍ୟ ନିଶ୍ଚୟ ରହିଥାଏ, କିନ୍ତୁ ଆମେ ନିଜର ସମସ୍ୟାରେ ଏତେ ବୁଡ଼ି ରହିଥାଉ ଯେ ଚିନ୍ତା କରି କରି ଆମେ ବ୍ୟସ୍ତ ହୋଇପଡୁ । ଚିନ୍ତାର ସବୁଠାରୁ ଖରାପ ପ୍ରଭାବ ଏହା ଯେ ଏହା ଆମର ଏକାଗ୍ରତା ଶକ୍ତିକୁ ସମାପ୍ତ କରିଦିଏ ଏବଂ ସୁସ୍ଥ ମନୁଷ୍ୟକୁ ରୋଗୀ କରିଦିଏ । ଡ. ଆଲେକ୍ସିସ୍ କେରେଲ୍ କହିଥିଲେ – “ଯେଉଁ ବ୍ୟକ୍ତି ଚିନ୍ତା ସହିତ ଲଢ଼ିବା ଜାଣନ୍ତି ନାହିଁ, ସେ ଯୁବାବସ୍ଥାରେ ହିଁ ମୃତ୍ୟୁ ବରଣ କରିଥାଆନ୍ତି ।”ଯଦି ଆପଣ ଚିନ୍ତା ରୂପକ କ୍ୟାନସର ରୋଗରୁ ରକ୍ଷା ପାଇବାକୁ ଚାହୁଁ ଥାଆନ୍ତି, ତେବେ ଏହି । ପୁସ୍ତକକୁ ନିଶ୍ଚୟ ପଢ଼ନ୍ତୁ । ଏହି ପୁସ୍ତକରେ ଚିନ୍ତା ରୂପୀ ସମସ୍ୟାଗୁଡ଼ିକୁ କିପରି ବିଶ୍ଳେଷଣ କରିବେ ତଥା ସେଗୁଡ଼ିକୁ କିପରି ସମାଧାନ କରିବେ ତାହାର ବ୍ୟବହାରିକ ସୂତ୍ର ପ୍ରଦାନ କରାଯାଇଛି। ଏଗୁଡ଼ିକୁ ଉପଯୋଗ କରି ଆପଣ ଚିନ୍ତା ଉପରେ ବିଜୟ ଲାଭ କରିବା ସହିତ ଆନନ୍ଦିତ ଓ ସୁସ୍ଥ ରହି ଶାନ୍ତିପୂର୍ବକ ଜୀବନ ଜୀଇଁ ପାରିବେ । ଏହି ପୁସ୍ତକକୁ ପଢ଼ନ୍ତୁ ଏବଂ ଚିନ୍ତାକୁ ଜୟ କରି ସୁଖରେ ଜୀଇଁବାର ମୂଳମନ୍ତ୍ର ଜାଣନ୍ତୁ ।ଚିନ୍ତା ଆପଣଙ୍କୁ ସମାପ୍ତ କରିବା ପୂର୍ବରୁ ଆପଣ ଚିନ୍ତାକୁ ସମାପ୍ତ କରିଦିଅନ୍ତୁ… ।.

175.00

In stock

Other Buying Options

SKU 9789390504114 Categories , Tags ,